ପିଆଜ–ରସୁଣ ଇତ୍ୟାଦି କାଟିବା ମେସିନ

କେଉଁ କେଉଁ ଜିନିଷ କାଟିହେବ?

ପିଆଜ, ରସୁଣ, ଲଙ୍କା, ଗାଜର, ଆଳୁ, ଟମାଟୋ, କାକୁଡ଼ି, ବନ୍ଧାକୋବି , ଫୁଲକୋବି , ଧନିଆ ପତ୍ର, ପୁଦିନା ପତ୍ର, ଆପେଲ କିମ୍ବା କଦଳୀ ଭଳି ଫଳ ସହଜରେ କାଟିହେବ। ସାଲାଡ ମଧ୍ୟ ତିଆରି କରିପାରିବେ ।

⭐⭐⭐⭐⭐ Rating: (5/5) 7000+ Review

ଏବେ ଅର୍ଡର କରନ୍ତୁ ମାତ୍ର 499/-

ବର୍ତ୍ତ ମାନ 30% ଡିଶ୍କାଉଣ୍ଟ ଅଛି

ମେସିନର ମୁଖ୍ୟ ଫିଚରଗୁଡ଼ିକ:-

🔹 ବିଦ୍ୟୁତ ବିନା କାମ କରେ
🔹 ମାନୁଆଲ ଅପରେସନ୍
🔹 ଧାରୁଆ ଷ୍ଟେନଲେସ୍ ଷ୍ଟିଲ୍ ବ୍ଲେଡ୍
🔹 ମଜବୁତ ଲକିଂ ସିଷ୍ଟମ୍
🔹କମ୍ପାକ୍ଟ ଓ ହାଲୁକା ଡିଜାଇନ୍

କେଉଁ ଠାରେ ବ୍ୟବହାର କରିପାରିବେ ?

1️⃣ ନିଜ ରୋଷେଇ ଘରେ 
2️⃣ ହଷ୍ଟେଲ୍‌ରେ/ମେସ ରେ 
3️⃣ପିକନିକ୍ ସ୍ପଟ୍‌ରେ
4️⃣ଟ୍ରାଭେଲ୍ ସମୟରେ
5️⃣ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍‌ରେ
6️⃣କ୍ୟାମ୍ପିଂ ସମୟରେ
7️⃣ ଛୋଟ ଫୁଡ୍ ବିଜନେସ୍‌ରେ

ମେସିନ ବ୍ୟବହାର କଲେ ଲାଭ କଣ ?

1️⃣ ସମୟ ବଞ୍ଚାଏ
2️⃣ ପରିଶ୍ରମ କମାଏ
3️⃣ ବିଦ୍ୟୁତ ଖର୍ଚ୍ଚ ନାହିଁ
4️⃣ ଦାମରେ ସସ୍ତା
5️⃣ ବ୍ୟବହାରରେ ସୁରକ୍ଷିତ
6️⃣ ଦୀର୍ଘସ୍ଥାୟୀ ଓ ମଜବୁତ
7️⃣ ସହଜରେ ସଫା କରିହେବା
8️⃣ କମ୍ ସ୍ଥାନ ଦାବି କରେ

ପ୍ୟାକେଟ ରେ କଣ କଣ ମିଳିବ ?

1️⃣ ଗୋଟିଏ ମେସିନ
2️⃣  ଷ୍ଟିଲ୍ ତୀକ୍ଷ୍ଣ ବ୍ଲେଡ୍ (ଭିତରେ ଲାଗିଥାଏ)
3️⃣ ମଜବୁତ ଲକିଂ ସହ ଢାକଣ
4️⃣ ଡୋରି / ହ୍ୟାଣ୍ଡଲ୍ ସିଷ୍ଟମ୍
5️⃣ ୟୁଜର ଗାଇଡ ବହି 

🚚 ଡେଲିଭରି ସୁବିଧା

✔️ ସମଗ୍ର ଭାରତରେ ଡେଲିଭରି ସୁବିଧା ଉପଲବ୍ଧ
✔️ ଶୀଘ୍ର ଏବଂ ସୁରକ୍ଷିତ ପ୍ୟାକିଂ ସହିତ ପ୍ରଡକ୍ଟ ପଠାଯାଏ
✔️ Cash on Delivery (COD) ସୁବିଧା ଉପଲବ୍ଧ
✔️ Order Confirm ହେବା ପରେ 3–7 ଦିନ ମଧ୍ୟରେ ଡେଲିଭରି

Customer Reviews & Ratings

ରାଜେଶ କୁମାର ନାୟକ

⭐ Rating: 5/5
ଏହି ମେସିନ ଟି  ବହୁତ ଭଲ। ପିଆଜ ଓ ଲଙ୍କା କାଟିବା ଏକଦମ ସହଜ। ଟାଇମ୍ ସେଭ୍ ହେଉଛି।

Sunita Das

⭐ Rating: 4/5
ମାନୁଆଲ ହେବା ସତ୍ତେ ବହୁତ smooth ଭାବେ କାମ କରେ। quality ମଧ୍ୟ ଭଲ।

Amit Kumar Sahoo

⭐ Rating: 4.5/5
ଛୋଟ ହୋଟେଲ୍ ପାଇଁ ବହୁତ useful product। ପିଆଜ ଓ ଟମାଟୋ ଶୀଘ୍ର କଟିହେଉଛି।

Priyanka Das

⭐ Rating: 5/5
Dekhibaku bahuta bhala kitchen pain best choice।”

Pritimayee Munda

⭐ Rating: 5/5
ଦେଖିବାକୁ ଭଲ, ବ୍ୟବହାର କରିବା ସହଜ। ମୋ kitchen ପାଇଁ best choice।